ମହିଳାଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର ଘଟଣା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ପରିଚୟ ପାଇଁ ପୁଲିସ୍ ଲଗାଇଲା ପୋଷ୍ଟର୍ ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ଚନ୍ଦକା ଦାସପୁର ରାସ୍ତାକଡ଼ରୁ ମୁଣ୍ଡବିହୀନ ମହିଳାଙ୍କ ମିଳିବା ଘଟଣାର ପୋଷ୍ଟମର୍ଟମ ରିପୋର୍ଟ ଆସିଥିବା ଜଣାଯାଇଛି। ପ୍ରଥମେ ତଣ୍ଟି ଚିପି ହତ୍ୟା କରାଯିବା ପରେ ଧାରୁଆ ଅସ୍ତ୍ରରେ ମୁଣ୍ଡ ଅଲଗା କରାଯାଇଛି ବୋଲି ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି। ଅଧିକ ପ୍ରମାଣପାଇଁ ମହିଳାଙ୍କ ମୃତଦେହକୁ ଆଉ ଥରେ ବ୍ୟବଚ୍ଛେଦ କରାଯାଇଛି। ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ କରାଯାଇଥିଲା ପୋଷ୍ଟମର୍ଟମ। ଏହାପରେ ଏମ୍ସରେ … Continue reading ମହିଳାଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର ଘଟଣା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ